ଆଳୟ

ଯେଉଁଠି ଯାହା ବି ଆଳୟ ସବୁଠି ସ୍ବାର୍ଥର ବଳୟ ଦେବାଳୟ ବା ସେବାଳୟ ଶୌଚାଳୟ ବା ବିଦ୍ୟାଳୟ ସର୍ବତ୍ର ଉଦ୍ଦେଶ୍ଯ ବିଲୟ କେବଳ ହେଉଥାଏ କ୍ଷୟ ଏପରି ସହସ୍ର ଆଳୟ ଲଭଂତି ସଦା ପରାଜୟ ଅକର୍ମାଗଣଂକୁ ଆଶ୍ରୟ ଦୁର୍ଗତିକାରୀଂକୁ ପ୍ରଶ୍ରୟ ଦେବାରେ ହେଲେ ହେଁ ସକ୍ରିୟ ସର୍ବଦା ପଦହାନି ଭୟ ପାଳଂତି କର୍ମୀ ସମୁଦାୟ ସତ୍‌କର୍ମ ନ କରି ଆଦାୟ ଚଳାଂତି ନିତ୍ଯ ଅଭିନୟ ଏପରି ସାରଂତି ସମୟ

What's Your Reaction?

like

dislike

love

funny

angry

sad

wow