ଖବର୍ ବୁଚ୍କା

ଖବର୍ ବୁଚ୍କା
ଯାହା ଭିଲ୍ ହେସି ଦୁନିଆ ସାରା ସବୁଥିର୍ ଲାଗି ମନ୍ କରୁଥିଲେ ହେସି ଖବର୍ ବୁଚ୍କା ଏଭର୍ ମୁନୁଷ୍ ଜୀବନ୍ ମନର୍ କବାଟ୍ ରଖିଥିମା ଯଦି ଆମେ ଖୁଲା ଆରୁ ମେଲା ଦେଖୁନ୍ ଦେଖୁନ୍ ହେଇଯିବା ମନ୍ ଭାବର୍ ଧରମ୍ଶାଲା କାଣା କେତେ କେନୁ କାଁଯେ ଆଏଲା ନାଇଁପଡ଼େ ଘାଏ ଜନା ଯାହା ପାରି ତାହା ପଶି ଆଏସି ନାଇଁ କରିହୁଏ ମନା ନିଜର୍ ମନ୍ ନିଜର୍ ଆଏତେଁ ନାଇଁପାରୁଁ ଯଦି ରଖି ବାଏବି ଚିଂତା ଘାଁଟି ଚଟ୍କି ହଉଥିମା ଚୁଛେଁ ଦୁଃଖୀ

What's Your Reaction?

like

dislike

love

funny

angry

sad

wow