ଜ୍ଞାନ୍ ଘଁଟା ବଁଟା

ଜ୍ଞାନ୍  ଘଁଟା  ବଁଟା
ଯେନ୍ ଭାଷାକେ କହି ଶିଖାଲେ ମାଆଁ ଆରୁ ବାପା ତାର୍ ବଡ୍ଭାଗି ଅଏନ୍ ହେଲେ ବି ଥୁଡେ ଗୁଲାଗୁପା ଭାବ୍ ତାର୍ ସୁଖେ ବାହାରି ପଡୁଛେ ଜ୍ଞାନ୍ ନାଇଁ ହୁଏ ଧରି ଭାଷା ଖେଲୁଥିସି ଚକା ଭଉଁରି ଗୁଟେ ଠାନେ ରହିକରି ଗୁଟେ କିସମର୍ ଶବ୍ଦ କୁଲା କୁଲା ଶୁନି ଗୁଁଥିଦେଲେ ଗୀତ୍ ଡେଗି ନାଚି ହେସି ଥାପ୍ଡି ମାରି ଉସତ୍ ହେସି ଚିତ୍ ସଂସାର୍ ଜ୍ଞାନ୍ ସଁଭାଲି ରଖାର୍ ଲାଏକ୍ ହେବା ଇ ଭାଷା ଲୁକେ ଲେଖାପଢା ବୁତା କରୁଥିଲେ ପୂରା ହେବା ଇ ଆଶା ଗୀତ୍ ଗାଇ ନାଚି ଉସତ୍ ହଉଛୁଁ ଭାଷା ନାଇଁପାରେ ବଢି ଯୁଗ୍ ଜାନି ଜ୍ଞାନ୍ ଘାଁଟି ବାଁଟି ଦେଲେ ଶିଘା ତକ୍ ହେବା ଚଢି

What's Your Reaction?

like

dislike

love

funny

angry

sad

wow