ନିଜର୍‌ ଆତ୍ମ ବିଶ୍ବାସ୍‌

ହ୍ବାଟ୍‌ସ୍‌ଆପ୍‌ ବାଟେଁ ଦେ' ଦେବ୍‌ତୀ ଦେଲେଁ ସତେଁ ଆଶୀର୍ବାଦ୍‌ ଫୋନ୍‌ବାଲେ ସଭେ ମଂଗଲ୍‌ ପାଏତେ କେହି ନି ପଡ଼୍‌ତେ ବାଦ୍‌ ଇ ରଁଚେ କଥା କେନ୍‌ତା ଇଠାନେ ନାଇଁ ବୁଝ୍‌ବାର୍‌ ଲୋକ୍‌ କେଭେଢ଼ଁ ଭିଲ୍‌ ତ ନାଇଢ଼ଁ ମେଟ୍‌ବାର୍‌ କୃପା ପାଏବାର୍‌ ଭୋକ୍‌ ଠକ୍‌ ଯେତେ ଇନ ମାହାପୁରୁକୁଁ ଭିଲ୍‌ ଠକ୍‌ବାର୍‌ ନାଇଁ ଛାଡ଼ନ୍‌ ଜିଇଁଥାଇ ମିଶେ ରୋଜ୍‌ ଡାକ୍‌ସନ୍‌ : ଆ ଆ ରେ ମରଣ୍‌ ଜୀବନ୍‌ ବିରୋଧୀ ନିସ୍‌ତିଆକଁର୍‌ ବଢିଚାଲିଛେ ସଂଖ୍ୟା ନିଜେ ନିଜ୍‌କେ ନାଇଁ ସଁଭ୍‌ଲାଲେ କେହି ନାଇଁକରେ ରକ୍ଷା ଅବ୍‌ଡ଼ୋ ଜବ୍‌ଡ଼ୋ ଯାହା ପାଏଲେଢ଼ଁ ବି କରୁଥିଲେ ଫର୍‌ୱାର୍ଡ ମର୍‌ବାର୍‌ ତକ୍‌ ରହେବାକେ ହେସି ହେଇକରି ବେକ୍‌ୱାର୍ଡ ଯାହା ମିଲ୍‌ସି ମାହାଲିଆ ଇନ ନାଇଁ କରୁ ବିଶ୍ବାସ୍‌ ଉହାତ୍‌ କାମ୍‌ଥିଁ ନିଜର୍‌ ପର୍‌ହର୍‌ ସମିଆ କରୁଛୁଁ ନାଶ୍‌ ସବୁ ଥର ସଭେ ଫେଲ୍‌ ହଉଛୁଁ କେଭେଢ଼ଁ କର୍‌ମା ପାସ୍‌ ଫିରେଇ ଆନୁ ନିଜର୍‌ ପାଶ୍‌କେ ନିଜର୍‌ ଆତ୍ମ ବିଶ୍ବାସ୍‌

What's Your Reaction?

like

dislike

love

funny

angry

sad

wow