ନିଜେ ବଦଳି ବଦଳାଇବା

ନିଜେ ବଦଳି ବଦଳାଇବା
ସଂଯମ ସଂଲଗ୍ନ ସଂଳାପ ସଂଶୋଧନ ସଂସାର ସଂହାର ଶବ୍ଦାରେ ଯେଉଁ ସଂ ଅଛି ସଂକଟ ସଂଖ୍ୟା ସଂଗୀତ ସଂଘ ସଂଚୟ ସଂଜୟ ସଂତରଣ ସଂଦେହ ସଂଧାନ ସଂପତ୍ତି ସଂବଳ ସଂଭାଳ ଶବ୍ଦରେ ବି ସେହି ସଂ ଅଛି . ସଂ ବଦଳରେ ସ ଲେଖିବା ପରେ କୌଣସି ଯୁକ୍ତାକ୍ଷର ଲେଖିବାର ଆବଶ୍ଯକତା ଅଛି କି ? ସଭିଏଁ ବଦଳି ଯିବା ପର୍ଯଂତ ଅପେକ୍ଷା କରିବା କି ନିଜେ ନିଜର ଲେଖା ବଦଳାଇବା ?

What's Your Reaction?

like

dislike

love

funny

angry

sad

wow