ଭାଷା ଉନ୍ନୟନ

ଭାଷା ଉନ୍ନୟନ
ଆମ ଦୈନଂଦିନ କାର୍ଯସୂଚିରେ ଭାଷା କେତେ ପାଏ ସ୍ଥାନ ତାହା ଉପରେ ହିଁ ନିର୍ଭର କରେ ତାହାର ଉନ୍ନୟନ ବ୍ଯବହାର ବିନା କୌଣସି ଭାଷାର ହୋଇନି କେବେ ବିକାଶ କେବଳ ମନରେ ଖେଳୁଥାଏ ଯଦି ଚଂଚଳ ହୁଏ ନାଶ ପାଟିରୁ ମୁକୁଳି ଧ୍ବନି ହୁଏ ତାହା ହାତେ ଲେଖାହୁଏ ଲିପି ତେବେ ହିଁ ଭାଷା ଅସୀମିତ ହୋଇ ନିଶ୍ଚୟ ପାରେ ବ୍ଯାପି ଏହି ଟିକେ କାମ କେହି କରଂତିନି ଚାଲେ ଅରଣ୍ଯେ ରୋଦନ ଏମିତି ସ୍ବଭାବଧାରୀ ଲୋକଂକର ଭାଷା ଆପେ ହୁଏ ମ୍ଳାନ

What's Your Reaction?

like

dislike

love

funny

angry

sad

wow