ମୁଁ ପାରିବିନି

ମୁଁ ପାରିବିନି
ମୁଁ ପାରିବନି ... ବୋଲି ଭାବୁଥିଲେ ସତେ ହୁଏନାହିଁ କରି କାମ ବାଛି ଥରେ ଆରଂଭ କଲେ ଚଂଚଳ ଯାଏ ସରି ନିଜର ବଳକୁ ସଂଦେହ କଲେ ସବୁ କଡ଼ା ଲାଗୁଥାଏ ବିଶ୍ବାସ ଧରି କରି ବସିଲେ ଭାବନା ସତ୍ୟ ହୁଏ ନିଜେ ନି ଜ୍ କେ ବିଶ୍ବାସ୍ କଲେଁ ଯାହା ମନ୍ କରି ହେସି ଉନିଆ କାହାକେ ଭ ର୍ ସା କଲେଁ ସବୁ ଯାଏସି ନଶି ଦୁନିଆର୍ ଚୁଛା କଥାର୍ ଜାଲେଁ କାଁକରି ଯିମା ଫସି ଯେ ତ୍ କି ଅଛେ ସେ ତ୍ କି ସଁଭାଲି ହଉଥାଉଁ ସଭେ ଖୁସି ନିଜକୁ ନିଜେ ବିଶ୍ବାସ କଲେ ଯାହା ଇଚ୍ଛା କରିହୁଏ ଅନ୍ୟ କାହାକୁ ଭରସା କଲେ କାମ ବିଗିଡ଼ିଯାଏ ଦୁନିଆର ତୁଛା କଥାର ଜାଲରେ କାହିଁକି ଦେବା ଧରା ଯେତିକି ଅଛି ସେତିକି ସଂଭାଳି ହୋଇବା ଆତ୍ମହରା

What's Your Reaction?

like

dislike

love

funny

angry

sad

wow