ଏଭେଁ ପାଉଛେଁ ସଜା

ମୁଇଁ ଆଏଁ ପରେ ଧୁତୁମ୍‌ ଭକୁଆ ମୁରୁଖ୍‌ ଆରୁ ବେଡ଼ା ଅକ୍ଷର୍‌ମାନ୍‌କୁଁ ନାଇଁ ଚିହ୍ନ୍‌ଲି ପାଇଥିଲି ବଲି ଚଟ୍‌କନ୍‌ କାନ୍‌ମୁଡ଼ା ଇହାଛିନି ମୋର୍‌ ନାଇନ କିଛି ଜାଂଗଲ୍‌ ଭୋକ୍‌ ଛଡ଼ା ଝାଲ୍‌ ନିଝ୍‌ରେଇ ପବନ୍‌ ପିଇ ନିଜ୍‌କେ ଲଗାସିଁ ଭଡ଼ା ଗରିବ୍‌ ମୁରୁଖ୍‌ ମୁନୁଷ୍‌ ଦେଖ୍‌ଲେଁ ସଭେ ମାଗ୍‌ସନ୍‌ ବଟି ଯେତେ କମାସିଁ, ତାର୍‌ ଅଧେ ପରେ ନେସନ୍‌ ଇମାନେ ଲୁଟି ଇମାନେ ପୂଜା ଯାତ୍‌ରା ନାଆଁଥିଁ କରୁଥିସନ୍‌ ମଜା କାଏଁ ଦୋଷ୍‌ କେଭେଁ କରିଛେଢ଼ଁ ଯେ ମୁଇଁ ଏଭେଁ ପାଉଛେଁ ସଜା ବୁଆ ମାଆଁ ଦୁହେ ଦୁଖ୍‌ ସହି ସହି ଅକାଲେଁ ଗଲେ ମରି ଉଷୋ କି ସୁଜା କେନ୍‌ସିଟା ବି ନାଇଁପାର୍‌ଲେ କରି ମଲାବେଲେ ବୁଆ କାନେ କହେଲା : ନାଇଁ ମାଗ୍‌ବୁ ଭିକ୍‌ ରେ ବେଟା ନାଇଁ କର୍‌ବୁ ଚୁରି ନିସତ୍‌ ନାଇଁ କର୍‌ବୁ ଜାଂଗଲ୍‌ ସତ୍‌କେ ଥିବୁ ଧରି ବୁଆର୍‌ କଥାକେ ମାନି ଚଲୁଛେଁ ନାଇନ ଟିକେ ଧକ୍‌ କାଣା ହେଲା ଯେ ମୁନୁଷ୍‌ମାନେ ବନିଗଲେନ ଏଡ଼େ ବଡ଼୍‌ ବଡ଼୍‌ ଠକ୍‌ ?

What's Your Reaction?

like

dislike

love

funny

angry

sad

wow