କାଇଛେ ସୀମା ?

ଦେବାର୍ ପାଏବାର୍ ସୀମା ଥିସି ଭାବନାର୍ ନାଇଁ ସୀମା ଚିଂତା କରିଛେ ଯେ ମନ୍ ମାଫିକ୍ ବୁଝିଛେ ସବୁର୍ ମହିମା ନିଜେ ପାଉଥିଲେ କାମର୍ ଫଲ୍ କାହାକେ ଦୋଷ୍ ଦେମା ସୀମାଥିଁ ଥିଲେ କିଏ କାଏଁ କେଭେଁ କାହାକେ ମାଗିଛେ କ୍ଷମା ?

What's Your Reaction?

like

dislike

love

funny

angry

sad

wow