ଜ୍ଞାନକୁ ଜାଣ, ମାନ

ପିଇ ଖାଇ ଧୋଇ ଶୋଇ ଶିଖିଲେ ହୁଏ ସୁଖରେ ଜିଇଁ... ଶୁଣିଲେ ଲୋକେ ହଲାଂତି ମଥା ସତରେ ମାନଂତିନାହିଁ ଏମିତି ନିଜକୁ ନିଜେ ଠକିଲେ ହୁଅଂତି ହଇରାଣ ଦୁର୍ଦଶାକୁ ଡାକି ଆଣଂତି ଜ୍ଞାନକୁ ଦିଅଂତି ସର୍ବଦା ଅପମାନ ଜ୍ଞାନ କହେନାହିଁ ଜବରଦସ୍ତି ମୋତେ ମାନ୍‌ ମୋତେ ମାନ୍‌ ଜ୍ଞାନକୁ ସଂଚି ରଖିଲେ ମନେ କରୁଥାଏ ଲୋକ୍‌ସାନ୍‌ ନିଜର କାମରେ ଲଗାଇ ପାରିଲେ ବଢେ ଜ୍ଞାନର ମାନ ସବୁ କଥା ଆଉ କାମ ସାଂଗରେ ଜ୍ଞାନକୁ ଦେଉଁ ସ୍ଥାନ ପ୍ରୟୋଗ ନ କଲେ ମହାଜ୍ଞାନ ବି ହୁଏ ସଂକୁଚିତ ସାନ

What's Your Reaction?

like

dislike

love

funny

angry

sad

wow