ବର୍ଣଭେଦ

ବର୍ଣଭେଦ
କରିବା ବନାନ ସୁରକ୍ଷା କରିବା ଶବ୍ଦଭେଦ ରକ୍ଷା ବୁଝିବା ଧ୍ବନି ରୂପ ଭେଦ ତୁଟିବ ଅଯଥା ବିବାଦ ଅର୍ଥର ହେବ ନବନ୍ୟାସ ଭାଷାରେ ବଢିବ ବିଶ୍ବାସ ଭାବନାରାଶି ହୋଇ ଲିପି ସାରା ବିଶ୍ବରେ ଯିବ ବ୍ୟାପି ମନରୁ ଦୂର ହେବ ଦ୍ବିଧା ଗତିରୁ ହଟିଯିବ ବାଧା ରହିବ ନାହିଁ ଅସୁବିଧା ଉନ୍ନତ ହେବ ଆମ ମେଧା ନବାନ୍ନ ମିଷ୍ଟାନ୍ନ ନବାହ୍ନ ବିସ୍ତୀର୍ଣ ଉତ୍ତୀର୍ଣ ବିଚ୍ଛିନ୍ନ ଶାସନ ପ୍ରଚ୍ଛନ୍ନ ପ୍ରସନ୍ନ ସଂତାନ ବିତାନ ଘୃତାନ୍ନ ପ୍ରସାଦ ପ୍ରାସାଦ ବିଷାଦ ପ୍ରମାଦ ଉନ୍ମାଦ ପ୍ରହ୍ଲାଦ ଆପତ୍ତି ବିପତ୍ତି ଦଂପତି ପ୍ରତିପତ୍ତି ଓ ସଭାପତି ବାହୁଲ୍ୟ ଅମୂଲ୍ୟ ବାତ୍ସଲ୍ୟ ମାଂଗଲ୍ୟ ଅତୁଲ୍ୟ ତାଚ୍ଛଲ୍ଯ ହାସ୍ୟ ଲାସ୍ୟର ସାମଂଜସ୍ୟ ରହସ୍ୟ ଉପହାସ୍ୟ ମତ୍ସ୍ୟ ମଂତବ୍ୟ ବକ୍ତବ୍ୟ କର୍ତବ୍ୟ ଦ୍ରଷ୍ଟବ୍ୟ ସୌଷ୍ଠବ ଧର୍ତବ୍ୟ ଆସବ ବାସ୍ତବ ଉତ୍ସବ ପାଶବ ଶୈଶବର ବିଶ୍ବ ଉତ୍ସାହ ପ୍ରବାହ ପୁଣ୍ୟାହ ଅଗ୍ରାହ୍ୟ ବିହାହ ନିର୍ବାହ ଘୃଣାର୍ହ ଅଟେ ଭୟାବହ ପୂଜାର୍ହ ହୁଏ ବୀତସ୍ପୃହ ସଂମାନିତ ହିଁ ମନୋନୀତ ଉତ୍ତ୍ୟକ୍ତ କିଂତୁ ପରିତ୍ୟକ୍ତ କଷାୟ କିଂତୁ କଶାଘାତ ସ୍ବତଃ ସ୍ବତ୍ବ ସହିତ ସତ୍ତ୍ବ ସ୍ବାଧିକାର ହିଁ ସ୍ବାଧୀନତା ବୁଝିବା ବନାନ ବ୍ୟବସ୍ଥା ଭୋକଶୋଷରୁ ଅବସୋସ ଜାଣିବା ପାର୍ଥକ୍ଯ ବିଶେଷ ଉଚ୍ଛ୍ବାସ ଅଥଚ ଉତ୍ସାହ ଦୁରୂହ କିଂତୁ ମହୀରୁହ ଆସନ୍ନ ଅଥଚ ଆଚ୍ଛନ୍ନ ଶବ୍ଦାର୍ଥ ହୁଏ ଭିନ୍ନ ଭିନ୍ନ କେତେକାଂଶ ହିଁ କିଛି ଅଂଶ ଭେଦ ନ କରେ ଅର୍ଥ ଧ୍ବଂସ ନ ଥିଲେ ବର୍ଣଭେଦ ଜାଣି ଭାଷାର ହୋଇଯାଏ ହାନି ବର୍ଣରୁ ଧ୍ବନି ଲିପି ଭେଦ ଅଟଇ ସ୍ପଷ୍ଟ ବର୍ଣବୋଧ ପାଇଲେ ଅର୍ଥଭେଦ ଜ୍ଞାନ କରିବା ବାକ୍ୟାଂଶ ଗଠନ

What's Your Reaction?

like

dislike

love

funny

angry

sad

wow