ଭାବୁଁ ଘାଏ ବନ୍‌ଏ କରି

ଓଡ଼ିଆ ସାହିତ୍ୟ

ଭାବୁଁ ଘାଏ ବନ୍‌ଏ କରି
ଆମର୍‌ ମଏଧେଁ ନାଇନ ଏକତା ଫେର୍‌ ବି ଭାଷାକେ ମିଲୁ ମାଏନ୍‌ତା ରଡ଼ି କରୁଥିଲେଁ ଦାବି କିଏ କାଁକରି ଧରେଇଦେବା ଭାଷା ଭଁଡ଼ାରର୍‌ ଚାବି ? କେନ୍‌ ଘଟ୍‌ନାର୍‌ କେନ୍‌ତା ପ୍ରଭାବ୍‌ ନାଇଁ ପାର୍‌ଲେଁ ଭାବି ଆଘର୍‌ ଲେଖେଁ ଆଗ୍‌କେ ଭିଲ୍‌ ଭାଷା ରହିଥିବା ଦବି କଥାନୁ ଲେଖା ତକ୍‌ ପୁହୁଁଚିବା ଲାଗି ଲାଗ୍‌ଲା ଗୁର୍‌ଦୁଁ ବରଷ୍‌ ପଢ଼ାଲେଖା ଛାଡ଼ି ଦେଖାଶୁନା କଲେଁ ଏଭେଁ ଫେର୍‌ ଲାଗୁଛେ ହରଷ୍‌ ଫେର୍‌ ପଛ୍‌ଆଡ଼େ ପାହା ବଢ଼ାଲେଁ ଅମ୍‌ରିମା କେନ୍‌ଠାନେ ? ଭାଷା ରସିଆ କହିଦିଅ ଘାଏ କିଏ ହଉ ତ ଜନେ ଚଢ଼ିଯାଏସୁଁ ଦଶ୍‌ ହାତ୍‌ ଉପର୍‌କେ ଆଠ୍‌ ହାତ୍‌ ପଡ଼୍‌ସୁଁ ଖସ୍‌ରି ଯାହା ଯେତେ ବୁତା କର୍‌ବାକେ ଥିସି ସବୁ ସଭେ ଦେସୁଁ ପାସ୍‌ରି ଇନ୍‌ତା ଚଲନ୍‌ ନାଇଁ ବଦ୍‌ଲାଲେ ଜିତ୍‌ମା କି ଯିମା ହାରି ? କିଛି ଭିଲ୍‌ ଗାଇ ଶୁନାବାର୍‌ ଆଘୁଁ କିଛି ଭିଲ୍‌ ଲେଖି ପଢ଼ାବାର୍‌ ଆଘୁଁ ଫଟୁ ଘିଚିକରି ପଠାବାର୍‌ ଆଘୁଁ ଭାବୁଁ ଘାଏ ବନ୍‌ଏ କରି

What's Your Reaction?

like

dislike

love

funny

angry

sad

wow