ମାହାପୁରୁକୁଁ

କିଛି ନାଇଁକହୁଁ କିଛି ନାଇଁମାଗୁଁ କିଛି ନାଇଁଦଉଁ କିଛି ନାଇଁଯାଚୁଁ ଯାହା କହେସନ୍‌ ଶୁନୁ ଯାହା ଦେଖାସନ୍‌ ଦେଖୁଁ ଯାହା ବତାସନ୍‌ ମାନୁ ତାକୁଢ଼ଁ ବନ୍‌ଏ କରି ଜାନୁ ତାଁକର୍‌ ସାଂଗେ ତ ନାତାଗୁତା ସେ ତ କର୍ତା ଆମେ ପୁତା କରି ଚଲୁଥାଉଁ ଆମର୍‌ ବୁତା ବାହାରେ ନାଇଁ ଖୁଜୁଢ଼ଢ଼ଁ ମନ୍‌ ଥିର୍‌ କରି ବୁଝୁଁ ତାଁକର୍‌ କଥା ସୋର୍‌ ରଖିକରି ଶୁନୁ ଆରୁ ମାନୁ ସେ ତ ଆମର୍‌ ଭିତ୍‌ରେ ଅଛନ୍‌ ଆମର୍‌ ଜନମ୍‌ ଦିନୁ ଇ ସତ୍‌କେ ଯାହା ହେଲେ ଭିଲ୍‌ ନାଇଁ ଫିକିଦଉଁ ମନୁ ସବୁ ଦିନ୍‌ ଆଏ ପୂଜାର୍‌ ଦିନ୍‌ ତିଥି ବାର୍‌ ନାଇଁଗନୁ ମନର୍‌ ଡୁଲିନ ଅବ୍‌ଗା ଭକ୍ତି ବୁନୁ

What's Your Reaction?

like

dislike

love

funny

angry

sad

wow