ମୁଇଁ ଆରୁ ମୋର୍‌ ଛାଇ

ଓଡ଼ିଆ ସାହିତ୍ୟ

ମୁଇଁ ଆରୁ ମୋର୍‌ ଛାଇ
ଚାଲି ଚାଲି ଚାଲି ହେଇଗଲେ ଅଥା ଥାକ୍‌ସିଁ ଯେନ୍‌ ଠାନେ ମହଲ୍‌ ହଉ କି ହଉ ଗଛ୍‌ ତଲ୍‌ ଲାଗ୍‌ସି ମୋତେ ବନ୍‌ଏ ଥାକି ରହେଲେ ଝୁମ୍‌ରା ଲାଗ୍‌ସି ପଡ଼୍‌ସିଁ ଘଡ଼େ ଶୁଇ ନିଦ୍‌ ଭିତ୍‌ରେ ସପନ୍‌ ଫୁଟ୍‌ସି ଭାଷା ବଁଧ୍‌ଲିନ କଇଁ କାଁଯେ ମୋତେ ଉଠଉଛ ଭାଇ ସପନ୍‌ ତ ସରି ନାଇଁ ବେଲ୍‌ ଉଦ୍‌ଲେ ଫେର୍‌ ଚାଲ୍‌ମି ସାଂଗେ ଥିବା ମୋର୍‌ ଛାଇ ଚାଲ୍‌ଲା ବେଲେ ବି ନର୍‌ଦୁଥିମି ନାଇଁମାରେଁ କେଭେଁ ହାଇ ପହଦି ଗଲିନ ଇନ୍‌ତା ଚାଲିଥିଁ ଦେଖ ତ ରହିଛେଁ ଜିଇଁ କାହିଁ କେତେ ଦୂରେ ରହିଛେ ଟାକି ମୋତେ ମୋର୍‌ ଗାଆଁ ଭୂଇଁ ସବୁ କଠ୍‌ଲେଇ ରହେମି ସେଠାନେ ଆରୁ କେଭେଁ ଫିରେଁନାଇଁ

What's Your Reaction?

like

dislike

love

funny

angry

sad

wow