ମୁଇଁ ନୁହେଁ ଜନେ
ଘର୍ ବନ୍ଢେଇ କଚ୍ରା ଫିକ୍ସଁ
ଆଏଁ ଜନେ ଝାଡ଼ୁଦାର୍
ଜୁତା ଚିକନ୍ ସଫା କରିଦେସିଢ଼ଁ
ହେଇଯାଏସିଁ ଚମାର୍
କପ୍ଡ଼ାଲତା ଇସ୍ତିରି କର୍ସିଢ଼ଢ଼ଁ
ଧୁବା ବନିଯାଏସିଁ
ସୁଜି ସୂତା ଧରି ଟିପ୍ଲା ବେଲେଁ
ଦର୍ଜି ଭିଲ୍ ହେସିଁ
ରାଏତ୍ ସର୍ତା ରହେଲେଁ ଚେତି
ହେସିଁ ଚୌକିଦାର୍
ବନିଯାଏସିଁ ସମାଜ୍ ଗୁହୁଡ଼ି
ଗୁଟାରଂଗେ ସର୍କାର୍
ଦିହିପାହା ନଶି ବିଗ୍ଡ଼ି ଗଲେଢ଼ଢ଼ଁ
ହେସିଁ ମୁଇଁ କବିରାଜ୍
ମୋର୍ ଜାଂଗଲ୍ ଦେଶେଁ ମୁଇଁ
ଏକ୍ଲା କର୍ସିଢ଼ଢ଼ଁ ରାଜ୍
ଭୁଲ୍ କରିଦେଲେଁ କେଭେଁ କେନ୍ତା
ବନ୍ସିଁ ନିଜର୍ ଶିକ୍ଷକ୍
ନିଜ୍କେ ନିଜେ ନାପି ତଉଲି
ହେସିଁ ମୋର୍ ପରୀକ୍ଷକ୍
ଏତେ କାମ୍ ମୁଇଁ କରି ଜାନିଛେଁ
ନୁହେଁ ବିଲ୍କୁଲ୍ ଜନେ
ଗୁର୍ଦୁ ଲୁକର୍ ସ୍ବଭାବ ଧରିଛେଁ
ମୋର୍ ଦିହି ଆରୁ ମନେ
କାଣା ଆଏଁ ମୁଇଁ, କାଣା ନୁହେଁ ଯେ
ନାଇଁ ପାର୍ବାର୍ ଜାନି
ନିଜର୍ ଯେତେ ସୁଗୁଣ୍ ଦୁର୍ଗୁଣ୍
ନୁହେ ସାରେଁ ପରେ ଗନି
ଯାହା କରୁଥିସିଁ, ସେଟାନ ହେମି
ନାଇଁହୁଏଁ କିଛି ଉନିଆ
ଯେ ଯାହା କହୁ, ଦଉ ନାଇଁଦଉ
ମୁଇଁ ନାଇଁ ବନେଇ ଦୁନିଆ