ଆନଂଦମେଳା

ମନ ମାର୍ଗେ ଚିଂତା ଚଂଚଳ ଯାନ ସଂଖ୍ୟା କମ୍ ହେଲେ ସୁଖୀ ଜୀବନ ଚିଂତା ସଂଗେ ଚିଂତା କରିଲେ କଳି ସଂଭାଳି ପାରିବ ମନ କିଭଳି ? ଯାବତୀୟ ଚିଂତା ମନରେ ଜମା ହୋଇଲେ ମଣିଷ ହୁଏ ନିକମା ମନକୁ ନ କଲେ ଦୁଶ୍ଚିଂତାଶାଳା ସେଠାରେ ବସିବ ଆନଂଦମେଳା

What's Your Reaction?

like

dislike

love

funny

angry

sad

wow