କାଇଛେ ପାଠକ୍‌ ?

ଆମର୍‌ ସାହିତ୍ଯ ଲେଖା ଛାପା ହେସି ଖୋବ୍‌ କମ୍‌ ହେସି ପଢା କେତେ ଖଁଡ଼୍‌ ବହି ବଁଟା ହେଲେ ଭିଲ୍‌ ଭାଷା ନାଇଁହୁଏ ଗଢା ଲେଖକ୍‌ ପ୍ରକାଶକ୍‌ମାନେ ଇଠାନେ ଗଲେନ କାଏଁ ଭଟ୍‌କି ପାଠକ୍‌ ନାଇଁପାଇ ଗୁର୍‌ଦୁ ବହି ଥୁଆ ହେଇଛନ୍‌ ଅଟ୍‌କି ଲୋକ୍‌ଛଡ଼ା ହେଇ ଯାହା ଲେଖାହେଲା କିଏ କାଁକରି ପଢ୍‌ତା ଗୁହୁଡ଼େ ଲେଖକ୍‌, ଅଲପ୍‌ ପାଠକ୍‌ ଭାଷା କେନ୍‌ତେଇ ବଢ୍‌ତା ଶିକ୍ଷା ଶାସନ୍‌ ବିଚାର୍‌ ପ୍ରଚାର୍‌ ଇ ଭାଷାଥିଁ ନାଇଁ ହେବାର୍‌ ଗାଆଁର୍‌ ଦର୍‌ପଢା ଗରିବ୍‌ ଲୋକ୍‌ କରୁଛନ୍‌ ଇଟା ବେଭାର୍‌ ସେମାନ୍‌କୁଁ ସଭେ ପାସ୍‌ରି ଦେଇକରି ମନେମନେ ମାହାକବି ହେଇଛନ୍‌ ପିଲେ କାହାର୍‌ ବଲେଁ ନାଇଁହୁଏ ଘାଏ ଭାବି ପଡ଼ିଛେ ତାଲା ଭାଷା ବଖ୍‌ରି ନ ଲୁକେ ନୁରୁଛନ୍‌ ଚାବି

What's Your Reaction?

like

dislike

love

funny

angry

sad

wow