ମଣିଷର ମନ

ମଣିଷର ମନ
ମନ ତ ଦେହଠୁଁ ଚଂଚଳ ସର୍ବଦା ହୁଏ ଟଳମଳ ରହି ନ ପାରେ ଅବିକଳ ବଦଳୁଥାଏ ପ୍ରତି ପଳ ଗୋଟିଏ ଚିଂତାକୁ କେବଳ ନ ଭାବି ସଭିଂକୁ ସଂଭାଳ ଅଂଧକାରର କଳା କାଳ ହଟିବ , ଫୁଟିବ ସକାଳ ପରିବର୍ତନ ହେଉ ବଳ ଉନ୍ନତି ଘଟିବ ସକଳ ପୃଥିବୀ ହୋଇଲେ ନିର୍ମଳ ଝଡ଼ି ପଡ଼ିବ ବିଷଫଳ ମଣିଷ ହୋଇ ବହୁ ଦଳ କରିବନାହିଁ ଗଂଡଗୋଳ

What's Your Reaction?

like

dislike

love

funny

angry

sad

wow