ୟ ଫଳା ବର୍ଜନ

ୟ ଫଳା ବର୍ଜନ
ସଂଧ୍ଯା ସଂଜ ଓ ବଂଧ୍ଯା ବାଂଝ ଶଯ୍ଯା ଶେଯ ଓ ଅଦ୍ଯ ଆଜ ସଦ୍ଯ ସଜ ଓ ମତ୍ସ୍ଯ ମାଛ ଶୂନ୍ଯ ଶୂନ ଓ ମିଥ୍ଯା ମିଛ ନିତ୍ଯ ନିତି ଓ ମୂଲ୍ଯ ମୂଲ ପଥ୍ଯ ପଥି ଓ ତୁଲ୍ଯ ତୁଲ ନାଟ୍ଯ ନାଟ ଓ କଥ୍ଯ କଥା ପାଠ୍ଯ ପାଠ ଓ ବ୍ଯଥା ବଥା ଏମିତି ଅନେକ ୟ ଫଳା ଭାଷାରୁ ଆପେ ଦୂର ହେଲା ତେବେ ବି ୟ ଫଳା ପ୍ରୀତି ଲେଖକେ ଛାଡ଼ି ନ ପାରଂତି ଗୁରୁ ୟ ଫଳା ଥିଲେ ଯୋଡ଼ି ଶିଷ୍ଯ ତାହାକୁ ଦିଏ ଫେଡ଼ି ଏ ଯୋଡ଼ା ଫେଡ଼ା ପରଂପରା ଭାଷାକୁ କରେ ଦରମରା

What's Your Reaction?

like

dislike

love

funny

angry

sad

wow