ଆମର୍ କମାନିଁ

ଆମର୍ କମାନିଁ
ଆମର୍ ଡୁଲିର୍ କମାନି ନେଇ ଆମ୍କୁ କ ର୍ ସି ଦାନ୍ ପାଏଲେଁ ଆମେ ଉସତ୍ ହେସୁଁ ଦେସୁ ତାକେ ସଂମାନ୍ ଇ ଦେଲାବାଲା ସ ର୍ କା ର୍ ସତେଁ କାଣା କ ର୍ ସି ଚାଷ୍ ନାଇଁ ଦେଖି କେଭେଁ କାଁଯେ କରୁଛୁଁ ଏତେ ଜହ ବିଶ୍ବାସ୍ ? ଆ ମ ର୍ ନୁ ନେଇ ଆମ୍କୁଁ ଫିରେଇ ବନିଛେ ମହାଦାନୀ କାଁକରି ତାର୍ ସବୁ କଥାକେ ନଉଛୁଁ ସଭେ ମାନି ? ଝାଲ୍ ନି ଝ୍ ରେ ଇ ଏତେ ଖଟୁଛୁଁ କିଏ ପାରୁଛେ ଜାନି ? କାଗଜ୍ ଚାଷ୍ କ ର୍ ବା ର୍ ଲୁକେ ଦେଖଉ ଥିସନ୍ ଠାନି

What's Your Reaction?

like

dislike

love

funny

angry

sad

wow