ଆମର୍ ଭାଷାର୍ ନାଆଁ

ଆମର୍ ଭାଷାର୍ ନାଆଁ
ସଂବଲପୁରୀ କୋଶଳୀ କୋ ସ୍ ଲି ସମଲ୍ପୁରି ସମଲ୍ପୁରି କୋ ସ୍ ଲି ବାଛିକରି ଲେଖୁଁ ଇଥର ମାତୃଭାଷା ବଲି ନାଆଁର୍ ଲାଗି ଜିଦି ଛା ଡ଼୍ ଲେ ଭାଷାର୍ ମଂଗଲ୍ ହେବା ସମାଧାନ୍ ଗୁଟେ ମି ଲ୍ ବା ସାଧନାର୍ ଫଲ୍ ଫ ଲ୍ ବା ଭାଷା ସବୁଠାନେ ଚ ଲ୍ ବା ମୁନୁଷ୍ ମାନ୍କୁଁ ଅନେକ୍ ଭାଗ୍ କ ର୍ ସି ରା ଜ୍ ନୀ ତି ଭାଷା ଯୁଡ଼ିଦେସି ସମ୍କୁଁ ପରେ ବଢାସି ଭାବ୍ ପୀ ର୍ ତି ଭାଷାର୍ ବୁତା କରୁଁ ଦିନାକେତେ ହେବା ବଡ଼୍ ଉନ୍ନତି ଟୁଁଡ଼୍ ଖୁଲିକରି ସଫା କହେମା ଆମର୍ ଭାଷାର୍ ନାଆଁ ଯେନ୍ ଭାଷା ଆମେ ସଭେ କହେସୁଁ ଶିଖେଇଥିସି ମାଆଁ ପାଠ୍ ନାଇଁ ପଢି ଆମର୍ ଲୁକେ କହେସନ୍ ଯେନ୍ ଭାଷା ଘରେଁ ଥାଇ ଯେନ୍ କଥା କହେସନ୍ ସେଟାନ ମାତୃଭାଷା ମାତୃଭାଷାର୍ ନାଆଁ ଲେଖେଇ ଦେଖେଇ ଦେମା ସମ୍କୁଁ ବହିର୍ ଭାଷା ନାଇଁକହୁଁ କେହି ବିଶ୍ବାସ୍ କର ଆମ୍କୁଁ ଯାହା କହେମା ତାହା ଲେ ଖ୍ ବେ ସବୁ କଥା ସତ୍ ସତ୍ ଆମେ କହେଲେ ଟୁଁଡ଼୍ ଖୁଲିକରି ରହେବା ଭାଷାର୍ ମହତ୍ ମାତୃଭାଷା କାଣା ଆଏ ଯେ ଯେନ୍ ଲୋକ୍ ନାଇଁଜାନି ତାକେ ଭେଟିକରି ବୁଝାଲେଁ ସିନା ଜା ନ୍ ବା ଭାଷାଭେଦ୍ ଚିହ୍ନି ଜ୍ଞାନୀ ସଭେ ଯାଇ ଅଜ୍ଞାନ୍ ଲୋ କ୍ କେ କଲେଁ ଟିକେ ଜ୍ଞାନ୍ ଦାନ୍ ବୁଝିକରି ସେ ବଢେଇ ପା ର୍ ବା ମାତୃଭାଷାର୍ ମାନ୍ ଫୁଲର୍ ମହକ୍ ଧୁକାର୍ ଧାରେଁ ଗୁଟେ ଆଡ଼େ ଯିବା ଚାଲି ଲୁକର୍ ତହଁକ୍ ମନୁ ମ ନ୍ କେ ସବୁ ଆଡ଼େ ଯିବା ଫଏଲି ମନେ ତହଁକ୍ ଭରୁଁ ଭାଷା ପୀ ର୍ ତି ବଢୁ ତୁ ର୍ ତି ସମ୍କର୍ ସଧ୍ ପୂରୁ

What's Your Reaction?

like

dislike

love

funny

angry

sad

wow