ଜୁନ୍ହାଁ ସବୁ

ଜୁନ୍ହାଁ ସବୁ
ଜୁନ୍ହାଁ ଗୀତ୍ ଶୁନି , ଜୁନ୍ହାଁ ନାଚ୍ ଦେଖି ଜୁନ୍ହାଁ ଲେଖା ସବୁ ପଢି ଯେତେ କବିସଭା କରୁଥିଲେ ଭିଲ୍ ଯେତେ ବହିପତର୍ ଛାପୁଥିଲେ ଭିଲ୍ ସାହିତ୍ଯ ସଂସ୍କୃତି ସେ ନ୍ ତେ ଇ ଥିସି ପଡ଼ି ନୂଆ କିଛି କଲେଁ ଭାଏଲ୍ ଏ ତ୍ କେ ପା ର୍ ମା ଆ ଗ୍ କେ ମାଡ଼ି ଯାହା କଲେ ବି ସ୍ଥିର ହେଉନାହିଁ ସରଳ ମଧୁର ଭାଷା ଆମର ହାତରେ ଆମେ ବଢାଉଛୁଁ ଆମ ଭାଷାର ଦୁର୍ଦଶା ଭାଷା ଠିକ୍ ହେଲେ ଭାବ ବଦଳିବ ପଡ଼ିବ ତାର ପ୍ରଭାବ କାମଚଳା ଢଂଗ ବର୍ଜନ ନ କଲେ ଲାଗିରହିବ ଅଭାବ ଆଉ କେବେ ଆମେ ବଦଳାଇଦେବା ସ୍ବଜାତି ମୂଳ ସ୍ବଭାବ ?

What's Your Reaction?

like

dislike

love

funny

angry

sad

wow