କଥା ଶୁଣିବାର ଭୋକ

କଥା ଶୁଣିବାର ଭୋକ
ଉଁ କି ଚୁଁ କିଛି ବି ନ କରି ହୋଇଗଲେ ମୁଁ ରାଜି ରାଜଧାନୀର ବୁଦ୍ଧିଆଳମାନେ ମୋତେ ଖୁଆଂତି ଭୋଜି ତାଂକଠାରୁ ଖାଇ ତାଂକ ସଂଗେ ପିଇ ରହିଛିଁ ଏଠାରେ ଜିଇଁ ଯାହା ଶୁଣିଲେ ବି ହଁ କହୁଥାଏଁ ଜାଣେନାହିଁ କହି ' ନାଇଁ ' କଥା ଯାହା ହଉ ବଂକା କି ସିଧା କହିବାକୁ ନାହିଁ ବାଧା ହଁ ହଁ ହଁ କହୁଥିବା ଯାଏଁ ହୁଏନାହିଁ ଅସୁବିଧା ଏ ସବୁ କଥାକୁ ଘାଂଟୁଥାଆଂତି ଅଳସୁଆ ଯେତେ ଲୋକ ସମସ୍ତଂକ ମନେ ପୂରିରହିଛି କଥା ଶୁଣିବାର ଭୋକ

What's Your Reaction?

like

dislike

love

funny

angry

sad

wow