ପ୍ରସ୍ତାବ

ତୋର ମୋର ଚାଲେ ପୁରୀକି ଯିବା ଚାଲ୍‌ ତୁ ଆଉ ମୁଁ ପୁରୀ ଯିବା ସେଇଠି ବସି ଅଭଡ଼ା ଖାଇବା ସେଠାରେ ବସି ଅବଢା ଖାଇବା ତୋ ଗାଡ଼ିରେ ଅଚିତ ତେଲ ତୋର ଗାଡ଼ିରେ ଅଛି ତ ତେଲ ଦିହେଁ ସାଂଗ ହେଇ ଦେଖିବା ଦୋଳ ଦୁହେଁ ସାଂଗ ହୋଇ ଦେଖିବା ଦୋଳ ସାଗରେ ଦିଜଣ ଗାଧେଇ ସାରି ସମୁଦ୍ରେ ଦୁଇ ଜଣ ଗାଧୋଇ ସାରି ସଅଳ ସେଇଠୁ ଆଇବା ଫେରି ସହଳ ସେଠାରୁ ଆସିବା ଫେରି ଆମେତ ଜାଣଂତି ଓଡିଶା ଦଶା ଆମେ ତ ଜାଣିଛୁଁ ଓଡ଼ିଶା ଦଶା ଧରିବା ଦିଇଟା ସ୍ବାଧୀନ ପେଷା ଧରିବା ଦୁଇଟି ସ୍ବାଧୀନ ପେସା କାଇଁତ ଚାକିରୀ ବାକିରୀ ନାଇଁ କାହିଁ ତ ଚାକିରି ବାକିରି ନାହିଁ ସବୁର୍‌ କରିବା କାହାରି ପେଇଁ ଅପେକ୍ଷା କରିବା କାହାର ପାଇଁ ଛବିଶି ବରଷ ଗଲାଣି ପୁରି ଛବିଶ ବରଷ ଗଲାଣି ପୂରି କାମ କରିବାକୁ ପଳାଉଁ ଭାରି କାମ କରିବାକୁ ଯାଉଁ ବାହାରି ହଏତ ସଦୟା ହୋଇବେ ପ୍ରଭୂ ହୁଏତ ସଦୟ ହୋଇବେ ପ୍ରଭୁ ଆଶ୍ରୀବାଦ ଦେଲେ ମିଳିବ ସବୁ ଆଶୀର୍ବାଦ ଦେଲେ ମିଳିବ ସବୁ

What's Your Reaction?

like

dislike

love

funny

angry

sad

wow