ମଲା ପତ୍‌ରର୍‌ ମହତ୍‌

ଓଡ଼ିଆ ସାହିତ୍ୟ

ମଲା ପତ୍‌ରର୍‌ ମହତ୍‌
ମଲା ପତର୍‌ ଶୁଖିଯାଏସି ଗଛ୍‌ ତଲେଁ ପଡ଼ି ମାଏଟ୍‌ ସାଂଗେ ମିଶି ବନିଯାଏସି ଗଛର୍‌ ଲାଗି ଖତ୍‌ ସଭେ ଦେଖିକରି ନାଇଁ ଶିଖ୍‌ବାର୍‌ ପତର୍‌ ଗୁଟେ ଭିଲ୍‌ ମଲା ଉତ୍‌ରୁ ରଖ୍‌ସି ନିଜର୍‌ ମହତ୍‌ ମରିଗଲେଁ କେହି ସରି ନାଇଁଯାଏ ଇଟା ଜାନି ହଉଁ ଉସତ୍‌ ମର୍‌ବାର୍‌ ତକ୍‌ ଜିଇଁ ରହିଥାଉଁ ନାଇଁକହୁଁ ପଦେ ଅସତ୍‌ ନାଇଁହଉଁ ଛନେ ନିସତ୍‌

What's Your Reaction?

like

dislike

love

funny

angry

sad

wow