ଉସତ୍‌ ହେଇ ଶିଖୁଁ

ଯେନ୍‌ମାନେ ମରିହଜି ଗଲେନ ସୁର୍‌ତା କରି ହଉଁ ଉସତ୍‌ ଯେନ୍‌ମାନେ କଥା ନାଇଁ ଲାଗ୍‌ବାର୍‌ ମୁହୁଁ ଦେଖ୍‌ଲେ ହଉଁ ଉସତ୍‌ ଯେତେ ମିଲିଛେ ଯାହାକେ ଇଠାନେ ବେଉଁତି ରଖି ହଉ ଉସତ୍‌ ଯେନ୍‌ସଭେ ଅଛନ୍‌ ଦୂରିଆ ଠାନେ ଭଲେଢ଼ଁ ଥାଉନ୍‌, ହଉଁ ଉସତ୍‌ ଉସତ୍‌ ହେବାର୍‌ଟା ବଏସିରାଟେ ଯେ ଶିଖିଛେ ହଁସି ବାଏବି ଭାବ୍‌ନା ମୁଡ଼େଁ ଘାଁଟି ସାନି ନାଇଁଯାଏ ସେ ଫଶି ଯେ ନାଇଁଦେଇ କେଭେଢ଼ଁ ବି କିଛି ନାଇଁମାଗେ ବଲି ହଉଁ ଉସତ୍‌ କରିକରି ବୁତା ହେଇଗଲେଁ ଅଥା ଝୁମ୍‌ରା ଲାଗ୍‌ଲେଁ ହଉଁ ଉସତ୍‌ ଉସତ୍‌ ହେବାର୍‌ ଲାଗି ଦର୍‌କାର୍‌ ନାଇଁଥାଏ କିଛି ଉଖି ଜିଇଁଛୁଁ ବଲି ଉସତ୍‌ ହେଇ ବନୁ ସମିଆର୍‌ ସାକ୍ଷୀ

What's Your Reaction?

like

dislike

love

funny

angry

sad

wow