ଲିପିର ଜଟିଳତା

ଲିପିର ଜଟିଳତା
ଏବେ ସ୍ଥିରମନା ହୋଇ ଲକ୍ଷ୍ୟ କରିବା .... ଓଡ଼ିଆ ଲିପି କେଉଁ ଲିପିର ଜଟିଳତାକୁ ଆପଣାର କରି ନେଇଛି ଯେ ଏଯାଏଁ ଛାଡ଼ି ପାରୁନାହିଁ ? ସଂଚୟ ଲାଂଛିତ ସଂଜୟ ଲେଖିଲେ ଧ୍ବନି ଓ ଅର୍ଥ ଭେଦ ହେଉଛି କି ? ଅନ୍ଯ ଏକ ଭାଷାର ଲିପି ଜଟିଳତାକୁ ମାନି କାହିଁକି ସଞ୍ଚୟ ଲାଞ୍ଛିତ ସଞ୍ଜୟ ଙ୍କ ଞ୍ଚ ଞ୍ଛ ଞ୍ଜ ଞ୍ଝ ଣ୍ଟ ଣ୍ଠ ଣ୍ଡ ଣ୍ଢ ନ୍ତ ନ୍ଥ ନ୍ଦ ନ୍ଧ ମ୍ପ ମ୍ଫ ମ୍ବ ମ୍ଭ ଦ୍ଭ କ୍ଟ .... ଏ ସବୁ ଜଟିଳ ଯୁକ୍ତାକ୍ଷର ଲେଖି ଅନ୍ଯମାନେ ଭାଷାର ଗତିରୋଧ କରୁଥାଆଂତୁ . ତୁମେ ଆମେ ମୁଁ ତୁ ଆପଣ କାହିଁକି ତାହା କରିବ କରିବା କରିବି କରିବୁ କରିବେ ? ତୁମେ ସେ ମୁଁ ତୁ ଆପଣ କାହାର ସ୍ବାର୍ଥରକ୍ଷା ପାଇଁ ଏତେ ଏମିତି ଜଟିଳ କଲ କଲା କଲି କଲୁ କଲେ ?

What's Your Reaction?

like

dislike

love

funny

angry

sad

wow