ସତ୍ଯର ଅପଳାପ

ଭାଷୀଏ ତ୍ଯାଗ କଲେ ଭଯ ଭାଷାଟେ ହୁଏ ମୃତ୍ଯୁଂଜୟ କାଳକୁ କରେ ଅତିକ୍ରମ ଭାବ ବାହକ ସର୍ବୋତ୍ତମ ନ ଥାଏ ପାତର ଅଂତର ଭାଷା ହିଁ ହୁଏ ସଭିଂକର ଭାଷାର ସର୍ବଗ୍ରାହୀ ଗୁଣ ହେତୁ ମାନ ହୁଏନା ମ୍ଳାନ ଭାଷା ବ୍ଯକ୍ତିର ପରିଚୟ ଜ୍ଞାନ ଓ ତଥ୍ଯର ଆଶ୍ରୟ ତାହାର ଭରଣ ପୋଷଣ କରଂତି ଜନସାଧାରଣ ଲେଖକ ସ୍ବମୂର୍ତି ପୂଜକ ଆପଣା ମତ ସମର୍ଥକ ହୋଇଲେ ସାହିତ୍ଯ ସାର୍ଥକ ନ ହୋଇ , ହୁଏ ନିରର୍ଥକ ଭାଷା ନ ହେଲେ ସ୍ବାଭାବିକ ତାହାକୁ ନ ବୁଝିଲେ ଲୋକ ସ୍ବତଃ ହୁଏ ତା ପ୍ରତ୍ଯାଖ୍ଯାତ ଲେଖକ ହୁଏ ସର୍ବଜ୍ଞାତ

What's Your Reaction?

like

dislike

love

funny

angry

sad

wow