ସ୍ଥିତିସ୍ଥାପକତା

ସ୍ଥିତିସ୍ଥାପକତା
ଆଶଂକା ଘୃଣା ଅବିଶ୍ବାସ କିଏ କି କରିପାରେ ନାଶ ? ନିଜେ ହିଁ ନିଜକୁ ପଚାରି ଜ୍ଞାନକୁ ବ୍ଯବହାର କରି ନିଜ ଚିକିତ୍ସା ନିଜେ କର ନିଜେ ନିଜର ବାଟ ଧର ଗୋଷ୍ଠୀରୁ ହୋଇଲେ ବିଚ୍ଛିନ୍ନ ଜୀବନ ହୁଏ ଶାଂତିପୂର୍ଣ ସମସ୍ଯା କଲେ ବିଶ୍ଳେଷଣ ନିଶ୍ଚୟ ମିଳେ ସମାଧାନ ଏ ଅଟେ ପରୀକ୍ଷିତ ସତ ନ ପୋଷ ଧ୍ବଂସକାରୀ ମତ ଆମର ସ୍ଥିତିସ୍ଥାପକତା ସଂଭାଳି ପାରେ ଆମ ସତ୍ତା

What's Your Reaction?

like

dislike

love

funny

angry

sad

wow