॥ ସ୍ବ ॥

ସ୍ବ ସହ ଗାଂଧୀଂକ ଚିଂତନ ପ୍ରତି ଟିକିଏ ଦେଇ ଧ୍ୟାନ ବୁଝିବା ତାଂକ ମତିଗତି କିପରି ବୌଦ୍ଧିକ ସଂପତ୍ତି ସ୍ବଦେହ ସ୍ବଚ୍ଛ ଓ ସ୍ବାଧୀନ ସ୍ବଦେଶ ସ୍ବତଃ ସ୍ବୟଂପୂର୍ଣ ସ୍ବରୋଜଗାର ସ୍ବାୟତ୍ତତା ସ୍ବାବଲଂବନ ମର୍ମକଥା ସ୍ବଭାଷା ସ୍ବରୁଚି ସ୍ବରାଜ୍ୟ ସ୍ବନୀତି ସ୍ବସ୍ଥ ଓ ସ୍ବୀକାର୍ଯ କରିଲେ ପାଳନ ପ୍ରଚାର ମିଳିବ ସର୍ବ ଉପକାର ସ୍ବ ଚିହ୍ନି ପାରିଲେ ଏ ବିଶ୍ବ ହୋଇବ ଆମର ନିଜସ୍ବ ସର୍ବସ୍ବ ଅଂତର୍ଗତ ଏ ସ୍ବ କାହାକୁ କରେନାହିଢ଼ଁ ନିଃସ୍ବ

What's Your Reaction?

like

dislike

love

funny

angry

sad

wow