ବର୍ଷ ପରେ ବର୍ଷ

ବର୍ଷ ପରେ ବର୍ଷ
ବର୍ଷ ପରେ ବର୍ଷ ଯାଉଅଛି ବିତି ତେବେ ବି ଜାଗୁନି ଆମ ଭାଷା ପ୍ରୀତି ନିରଂତର ଆଉ କ୍ରମାଗତ କ୍ଷତି ମାପି ପାରୁନାହିଁ ଏ ଜାତିର ମତି ଏପରି କେଉଁଠି ହୁଏନି ଉନ୍ନତି ମିଳୁଥାଏ ଖାଲି ବ୍ୟକ୍ତିଗତ ଖ୍ୟାତି ଅଚଳ ହୋଇଛି ସ୍ବଭାଷା ପ୍ରଗତି ଉତ୍ସବରେ ଲୋକେ ରହିଛଂତି ମାତି କାହାକୁ ଦିଶୁନି ନିଜ ଭାଷା ସ୍ଥିତି ଅପୂର୍ବ ଆମର ପ୍ରକୃତି ସଂସ୍କୃତି

What's Your Reaction?

like

dislike

love

funny

angry

sad

wow