ହେଲିଁ ଘାଁଟି ସାନି
ମୋର୍ ଭାଷା କାଣା କେନ୍ତା ଆଏ
କିଏ ଜନେ ମୋତେ ବତାଲା
ତାର୍ କଥା ଶୁନି ହେଲିଁ ଘାଁଟି ସାନି
ସେ ମୋତେ ଏତେ ମତାଲା
ତ ମୁଇଁ ନିଜେ କେନ୍ତା ଆଏଁ
କେତେ ଜାନିଛେଁ ମୋର୍ ଭାଷାକେ ଯେ
ଘାଁଟି ହେସିଁ ଘାଏ ଘାଏ ?
ଯେ ଯାହା କହୁ, କହି ବୁଲୁଥାଉ
ନାଇଁ ଦେଇ ତାକେ ଧ୍ୟାନ୍
ନିଜର୍ ବୁତା ବନ୍ଏ କରି ସାରି
ବଢାମି ଭାଷାର୍ ମାନ୍
କିଏ ଚାହାଲିଲେ, ଛଟ୍କିମି ଯଦି
ତାର୍ କଥାଥିଁ ଫଶି
ଯେନ୍ତା ନଚାବା, ସେନ୍ତା ନାଚ୍ମି
ସେ ହଉଥିବା ଖୁସି
ମୋର୍ ସବୁ ଯିବା ନଶି