କୁଲୁଆଁ ଶବ୍ଦ

କେତେ ଭାଷାନୁ ଶବ୍ଦ ଆସି କୁଲୁଆଁ ଲେଖେଢ଼ଁ ହଁସି ହଁସି ଆମର୍‌ ଭାଷାଥିଢ଼ଁ ଗଲେନ ମିଶି ଇ ସମ୍‌କୁଁ କାଏଁ ଖେଦି ହେସି ? ସବୁ ଶବ୍ଦର୍‌ ସମଲ୍‌ପୁରୀ ନାଇନ ପରେ ଦେଖିଛୁଁ ନୁରି ଦରବ୍‌ ତାର୍‌ ନାଆଁକେ ଧରି ରହିଛେ ଇନ ଠାନ୍‌ ଆବ୍‌ରି ବାହାରୁ ଆସିଛେ କଲମ୍‌ କାଗଜ୍‌ ଜ୍ଞାନ୍‌ ପାଏଲା ଆମର୍‌ ମଗଜ୍‌ ପେଁଟ୍‌ କୁର୍‌ତା ବି ନୁହେ ଇନର୍‌ କୁଲୁଆଁ ଆଏ ଅଲପ୍‌ ଦିନର୍‌ ଇ ଭାଷାଥିଁ ଗଲାନ ରହି ଚଲାମା ଶବ୍ଦ ଶୁନି କହି ଯେନୁ ଆଏଲେ ବି ଶବ୍ଦମାନେ ରହିଥିସନ୍‌ ଆମର୍‌ ମନେ କେହି ତାଁକୁ ତ ନାଇଁ ପାସ୍‌ରି କାଁଯେ ଯିବେ ମନୁ ଖସ୍‌ରି ?

What's Your Reaction?

like

dislike

love

funny

angry

sad

wow