ଅଧର୍ମ

ଊରୁଭଙ୍ଗପରେ କେମିତି ଲାଗିଥିବ ମାନଗୋବିନ୍ଦର ମାନ। କେମିତି ଲାଗିଥିବ ଯେତେବେଳେ ଲକ୍ଷ୍ମଣକୁମର ଶବରେ କରିଥିବ ରକ୍ତନଦୀ ସନ୍ତରଣ। କେମିତି ଲାଗିଥିବ ସ୍ବଚକ୍ଷୃରେ ଦେଖି ଗୋଟେ ଗୋଟେ ଭାଇରମରଣ। କେମିତି ଲାଗୁଥିବ ଗାନ୍ଧାରିଙ୍କ ପୁତ୍ର ଶୋକରେ କ୍ରନ୍ଦନ। କେମିତି ଲାଗିଥିବ ଅର୍ଦ୍ଧଉଲଗ୍ନ ଭାନୁମତିର ଆଗମନ। ଏତେ ଆୟୋଜନ ସତ୍ତ୍ବେ ହୋଇପାରିଲାନି ଦୌପଦୀ ବିବସନ। ଏଇ କେମିତି ଭିତରେ ଧନ୍ଦି ହେଉଥିବ ତାର ମନ। କର୍ଣ ପରି ସଖାକୁ ହରାଇ ଯାଣି ଯାଇଥିବ ଏସବୁ ଅଧର୍ମର କାରଣ। କାହାକୁ କରି ଅପମାନ କେହି ପାଇନି ସୁଖର ଜୀବନ। ମାଧବୀ ପଟେଲ।

What's Your Reaction?

like

dislike

love

funny

angry

sad

wow