ଏତେଟେ ଉସତ୍ ଆମେ

ଏତେଟେ ଉସତ୍ ଆମେ
ତାକ୍ ଦୁଲ୍ଦୁଲ୍ ଶୁନିକରି ତ ଶିଖିଛୁଁ ଆମେ ନାଚି ହାତ୍ ଗୋଡ଼୍ ମୁଡ଼୍ ହଲେଇ ଝୁଲେଇ ରହେସୁଁ ସଭେ ବଁଚି କାନେ ପଡ଼୍ସି ପାଁଚ୍ଟା ବଜାର୍ ହୁରୁଦ୍ ଥରା ପାର୍ ଧୁଇଲ୍ ଉଡ଼ାତେଲ୍ ନାଚ୍ସୁଁ ଆମେ ଆରୁ କାଣା ଦରକାର୍ ? ଏତେଟେ ଅଭାବ୍ ଏତେଟେ ଉସତ୍ ରହିଥିସି ମିଲିମିଶି ଦୁଖ୍ ଢୁକିକରି ରଖ୍ସୁଁ ପେଟେଁ ମୁହେଁ ଦେଖାସୁଁ ହଁସି ଆମର୍ ଲେଖେନ୍ ମୁନୁଷ୍ ଅଛନ୍ ସତେଁ କାଏଁ କେନ କାହିଁ ନୁରି ବୁଲୁଛୁଁ ସଂସାର୍ ସାରା ଜନେ ତ ମିଲନ୍ ନାଇଁ ଯାହା ଲାଗେ ଶେଷ ପରି ତାହା ହିଁ ଆରଂଭ ମନେ ଯଦି ପୋଷିଥାଉଁ ଧୈର୍ଯ ଆଉ ଦଂଭ

What's Your Reaction?

like

dislike

love

funny

angry

sad

wow