ସଂଖ୍ୟାକ୍ଷର ୨

ଯେ କେହି ଲେଖଜାଣେ ' ସାତ ' କାତ ଗାତ ଓ ଭାତ ହାତ ନିଜର ମନରୁ ଲେଖିବ ସ୍ବଭାଷା ଆନଂଦେ ଶିଖିବ ଯେ ଲେଖି ଶିଖିଅଛି 'ବାର' ଗାର ତାର ଓ ସାର ହାର ସେ ଲେଖିପାରେ ବାରଂବାର କରେ ସ୍ବଲିପି ଅଧିକାର ଯଦି କେ ଲେଖିଜାଣେ 'ତିନି' ସହଜେ ଲେଖେ ଗିନି ଚିନି ଯେ ଲେଖି ଶିଖିଥାଏ 'ଦୁଇ' ସହଜେ ଲେଖେ ତୁଇ ମୁଇଢ଼ଁ ଶିଖିଲେ ଲେଖିଲେ 'ଚଉଦ' ଗଉଡ଼ ମଉକ ବଉଦ ଲେଖିବା ଅଧିକ ସରଳ ଲିଖନ ମଜାଳିଆ ଖେଳ ' ଶୂନ' ଶବ୍ଦର ଦେଖାଦେଖି ଦୂତ ଓ ଦୂର ହୁଏ ଲେଖି ଦୂବ ଧୂପ ଓ ମୂକ ମୂଳ ଶିଖାଳି ଲେଖେ ଅବିକଳ ଏ କାର ଯୋଡ଼ା ଶବ୍ଦ 'ତେର' ଖେଳ ତେଲ ଓ ପେଟ ଚେର ଲେଖିବା ପାଇଢ଼ଁ ସେ ତତ୍‌ପର ଭାଷାର ଦକ୍ଷ ଲିପିକାର ଯେ ଲେଖି ଶିଖିଛି 'କୋଡ଼ିଏ' ଗୋଟିଏ କୋଟିଏ ଯୋଡ଼ିଏ ଲେଖିବା ସହଜିଆ କାମ ସ୍ବଭାଷୀ ଅର୍ଜଇ ସୁନାମ

What's Your Reaction?

like

dislike

love

funny

angry

sad

wow