କଥାକହୁ କି କାମ୍କରୁ ?

କଥାକହୁ କି କାମ୍କରୁ ?
କିଛି ନାଇଁକରି ଭାବୁଥିସିଁ ବସି କରିଦେମି ସବୁ ଭଲ୍ ଭାବୁଥିମି ସିନା କିଛି ନାଇଁହୁଏ ହଉଥିମି କଲ୍ ବଲ୍ ଅଏନ୍ ହଉ କି ଅସାର୍ ହଉ କରି ଚାଲୁଥିମି କାମ୍ ଯାହା ହେଲେ ବି ସ୍ବୀକାର୍ କରୁଛେଁ ଦୁର୍ନାମ୍ ହଉ କି ସୁନାମ୍ ଭାବ୍ ତ ଆଏ ମନର୍ ଫସଲ୍ ନାଇଁଥାଏ ରୂପ୍ ରଂଗ୍ କାମ୍ କଲେଁ ସିନା ଦେଖେଇ ହେସି ଜିଇଁବାର୍ ନୂଆଁ ଢଂଗ୍ କଥାକହୁ କି କାମ୍କରୁ ହେମି କରୁଥିମି ନିଜେ ଥିର୍ କାମର୍ ଫଲ୍ ମିଲୁ ନାଇଁମିଲୁ ନାଇଁହୁଏଁ ଅଧୀର୍

What's Your Reaction?

like

dislike

love

funny

angry

sad

wow