କାହାଂତି ପାଠକ ?

ଆମର ସାହିତ୍ୟ ଲେଖା ଛାପା ହୁଏ ଖୁବ୍‌ କମ୍‌ ହୁଏ ପଢା କେତେ ଖଂଡ ବହି ବଂଟାହେଲେ ବି ଭାଷା ହୁଏନାହିଁ ଗଢା ଲେଖକ ପ୍ରକାଶକମାନେ ଏଠାରେ ଯାଇଛଂତି ବାଟ ହୁଡ଼ି ପାଠକ ନ ପାଇ ଅସଂଖ୍ୟ ବହି ଥାଆଂତି କେବଳ ପଡ଼ି ଲୋକଛଡ଼ା ହୋଇ ଯାହା ଲେଖାହେଲା କିଏ ବା କାହିଁକି ପଢଂତା ଅନେକ ଲେଖକ ଅଳପ ପାଠକ ଭାଷାଟା କେମିତି ବଢଂତା ଶାସନ ବିଚାର ଶିଳ୍ପ ଉଦ୍ୟୋଗ ଏ ଭାଷାରେ ହେଉନାହିଁ ଗାଆଁର ଗରିବ ଅପାଠୁଆ ଲୋକ ଏହା କହି ରହେ ଜିଇଁ ସେମାନଂକୁ ପିଲେ ପାସୋରିଦେଲେ ହେଲେ ଆପେ ମହାକବି କେମିତି କେବେ ଓ କାହା ଜରିଆରେ ହେଉନାହିଁ ଏବେ ଭାବି ଭାଷା ଭବନରେ ଝୁଲେ ତାଲା ମାଳ ଖୋଜିଲେ ମିଳୁନି ଚାବି

What's Your Reaction?

like

dislike

love

funny

angry

sad

wow