ଗଣ ଆରୁ ତଂତ୍ର

କାହାକୁ ବାଛି ଦାୟୀ କରିଦେଲେ ହୋଇଯାଏନାହିଁ ସମସ୍ୟାର ସମାଧାନ ଜଣା ଥିଲେ ହେଁ ନିଂଦାକାରୀମାନେ କିଛି ନ କରି ବଢାଂତି ବ୍ୟବଧାନ ଶାସକ ବିରୋଧୀ ଦୁଇ ଦଳ ହୋଇ ଲାଗୁଥାଆଂତି ଗାଳି ଦେଶବାସୀ ଲୋକ ସଭାରେ ବସି ମାରୁଥାଆଂତି ତାଳି କିଏ କେବେ କ'ଣ କାହାକୁ କହିଲା ତାହା ହିଁ ଆଜିର ଖବର ମାନିବାକୁ ପଡ଼େ ଅଜ୍ଞାନ ଲୋକର ପ୍ରଭାବ ଏଠାରେ ଜବର ଗଣ ଗୋଟେ ବାଟେ, ତଂତ୍ର ଆର ବାଟେ ଚାଲୁଥାଆଂତି ରୋଜ୍‌ ଜନକଲ୍ୟାଣ ସମୂହ ମଂଗଳ ଭାବନା ହୋଇଛି ନିଖୋଜ୍‌

What's Your Reaction?

like

dislike

love

funny

angry

sad

wow