ସଂସ୍କାର ବିରୋଧୀ ପ୍ରବୃତ୍ତି

ସଂସ୍କାର ବିରୋଧୀ ପ୍ରବୃତ୍ତି
ସଂସ୍କାର ବିରୋଧୀ ପ୍ରବୃତ୍ତି ପୋଷଣ ହୁଏ ଯହିଁ ପରଂପରା ସେଠି ଲୋକଭାଷା ପାଏନି ସ୍ବୀକୃତି ଆପେ ହୁଏ ଦରମରା ଉଚ୍ଚଶିକ୍ଷା ପାଇ ପଳାତକ ହୋଇ ଯେଉଁମାନେ ଭାଷାତ୍ୟାଗୀ ସେମାନେ କି ସତେ ଆଉ କେବେ ହେବେ ସ୍ବଭାଷାର ଅନୁରାଗୀ ? ଦରପାଠୁଆ ଓ ଗରିବ ଲୋକଂକ ସରଳ ସୁବୋଧ୍ୟ ଭାଷା ନିର୍ଦୋଷ ହେଲେ ବି ଅଯଥା ଭୋଗୁଛି ଅସରା ଦୁଃଖ ଦୁର୍ଦଶା

What's Your Reaction?

like

dislike

love

funny

angry

sad

wow