ଛୁଆ, ମାଆ

ମାଆର ଗର୍ଭ ବିଦାରଣ ଯୋଗୁଁ ହିଁ ଜନମ ଗ୍ରହଣ ମାଆ ଲୋଡ଼େନି ସମର୍ପଣ କରିଲେ କର୍ତବ୍ୟ ପାଳନ ପ୍ରସନ୍ନ ହୁଏ ତାର ମନ ପୂଜନ ନାମେ ପ୍ରହସନ ସୃଷ୍ଟି କରଇ ବ୍ୟବଧାନ ସମୟ ନଷ୍ଟ ଅକାରଣ ସଂପର୍କ ମାଆ ଓ ସଂତାନ ଉଭୟେ କରଂତି ରକ୍ଷଣ ଏହାକୁ କଲେ ଗୋଷ୍ଠୀଗତ ସଂବଂଧ ହୁଅଇ ବ୍ୟାହତ ଯେଉଁ ସଂପର୍କ ବ୍ୟକ୍ତିଗତ ରଖିବା ତହିଢ଼ଁର ମହତ୍ତ୍ବ

What's Your Reaction?

like

dislike

love

funny

angry

sad

wow