ଜିଭ

ଜିଭ
ଦୁର୍ଜନର ବର୍ବରତା ଠାରୁ ସଜ୍ଜନର ନିରବତା ବେଶି ଭୟଂକର ସଜ୍ଜନ ମୁଖର ହେଲେ ସୁଖମୟ ଭୟମୁକ୍ତ ହେବ ଏ ସଂସାର ଜିଭ ଖାଲି କରେନାହିଁ ରସ ଆସ୍ବାଦନ ଚାହିଁଲେ ଜଣାଇପାରେ କ 'ଣ ଭାବୁଥାଏ ନିଜ ମନ ମନକଥା ମନେ ଥିଲେ ହୋଇଯାଏ ଦୁଃସହ ଜୀବନ

What's Your Reaction?

like

dislike

love

funny

angry

sad

wow