ତୁଚ୍ଛା ଚିଂତା

ତୁଚ୍ଛା ଚିଂତା
ଏମିତି କଲେ ସେମିତି ହେବ ନ କରୁଁ ବେଶି ଚିଂତା ଏଠାରେ ଏବେ ଯାହା କରୁଥାଉଁ ତାହା ହିଁ ଆମର ସତ୍ତା ଡର ବାଂଟୁଛଂତି ଯେତେ ସବୁ ଲୋକ ମିଳୁନି ତାଂକର ପତ୍ତା *************** ଇଟା କରିଦେଲେ ସେଟା ହେଇଯିବା ନାଇଁକରୁଁ ଜହ ଚିଂତା ଇଠାନେ ଇହାଦେ ଯାହା କରୁଛୁଁ ସେଟା ନ ଆମର୍ ସତ୍ତା ଡର୍ ବାଁଟୁଛନ୍ ଯେନ୍ ଲୋକ୍ ସବୁ ନାଇଁମିଲେ ଆରୁ ପତ୍ତା

What's Your Reaction?

like

dislike

love

funny

angry

sad

wow