ଡଂଗା ଭିତ୍‌ରେ ପାନି

ପାନି ଉପ୍‌ରେ ଡଂଗା ଉହୁଲିଲେ ନଦୀ ହେଇଥିତାଁ ପାର୍‌ ଡଂଗା ଭିତ୍‌ରେ ପାନି ପଶ୍‌ଲାନ କିଏ କର୍‌ବା ଉଦ୍ଧାର୍‌ ? ପାଣି ଉପରେ ଡଂଗା ଭାସୁଥିଲେ ନଦୀ ହୋଇଥାଂତେ ପାର ଡଂଗା ଭିତରେ ପାଣି ପଶିଲାଣି କିଏ କି କରିବ ଉଦ୍ଧାର ? ଘର୍‌ ପରିବାର୍‌ ସମାଜ୍‌ ଡଂଗା ଭିତ୍‌ରେ ପଶିଛେ ପାନି ଆଁଠୁ ତକ୍‌ ଏଭେଁ ଗଲାନ ବୁଡ଼ି ନାଇଁ ପାର୍‌ବାର୍‌ ଜାନି ? ଘର ପରିବାର ସମାଜ ଡଂଗା ଭିତରେ ପଶିଛି ପାଣି ଆଂଠୁ ଯାଏଁ ଏବେ ଗଲାଣି ବୁଡ଼ି ପାରୁଁନାହୁଁ କି ଜାଣି ? ଡଂଗାବୁଡ଼ି ବେଲେଁ ଆମର୍‌ ପିଲେ ଘିଚିନଉଛନ୍‌ ଫୋଟୋ ନଏଦ୍‌ ଗିଲିଦେବା ନାଇଁ ଜାନି କାଏଁ ସମ୍‌କୁଁ ପଟୋ ପଟୋ ଡଂଗାବୁଡ଼ି ବେଳେ ଆମର ପିଲାଏ ଉଠାଉଛଂତି ଚିତ୍ର ନଦୀ ଗିଳିଦେବ ଜଣା ନାହିଁ କି ସବୁ ଲୋକଂକୁ ଏକତ୍ର ?

What's Your Reaction?

like

dislike

love

funny

angry

sad

wow