ଧରମ୍ଧଜା

ଧରମ୍ଧଜା
ପ ର୍ ଛା କାଚେଁ ପାରଦ୍ ଲେପିଦେଲେ ବନିଯାଏସି ଦର୍ପନ୍ ସଫା ମ ନ୍ କେ ବିଶ୍ବାସ୍ ମଖାଲେ ବୁତା କରିହେସି ଅର୍ପନ୍ ଦିହିର୍ ତାକତ୍ ମନର୍ ତହଁକ୍ ଦୁହିଟା ଥିଲେ ମିଶି ଦୁଖ୍ ବଲି କିଛି ଜନା ନାଇଁପଡ଼େ କମ୍ ହଉ କି ବେଶି ଅଂତର୍ ବାସୀ ମାହାପୁରୁକୁଁ ଦେଉଲେଁ ଦେଇ ଥୁଇ ବଏଠା ଜଲେଇ ନୁରୁଥିଲେ ଭିଲ୍ ଉକିଆ ଦିଶେନାଇଁ ଦିନ୍ ଆରୁ ଠାନ୍ ପାଂଜି ଦେଖି ବାଛି ଦେଖଉଥିଲେ ଭକ୍ତି ନିଜର୍ ଭି ତ୍ ରେ କିଛି ନାଇଁରହେ ଉଭିଯାଏସି ଶକ୍ତି ତିଥି ଘଡ଼ି ଦେଖି ଗନି ଆରୁ ନାପି କରୁଥିସୁଁ ଯେତେ ପୂଜା ଫୁଲ୍ ଘି ସିଂଦୂର୍ ବେପାର୍ ବ ଢ୍ ସି ନାଇଁଉଡ଼େ ଧରମ୍ଧଜା

What's Your Reaction?

like

dislike

love

funny

angry

sad

wow