ସାରା ସଂସାରର ହେବା

ସଂସାରର ସବୁ ଖାଇ ପିଇ ପିଂଧି ଧରିଛୁଁ ଅନ୍ୟ ବାଟ ବଂକା ତେଢା ବାଟେ ଗୁରୁଂଡି ଘୁସୁରି ଦେଖାଉଁ ତୁଚ୍ଛ ଥାଟ ସମସ୍ତଂକ ପାଇଁ ବଡ଼ ମନେ ହୁଏ ଆପଣା ଅଲଗାପଣ ଦୁନିଆଠୁଁ ଆମେ ଛଡ଼େଇ ହୋଇ ଦେଖୁଥାଉଁ ଦର୍ପଣ ମେରୁଖୁଂଟ ବଂଧା ବଳଦ ଭଳିଆ ଘୂରି ଘୂରି ପାଉଁ ସୁଖ କିଏ କେବେ ଆସି ନେବ ସତେ ଶୋଷି ଆମର ଅସଲ ଦୁଢ଼ଃଖ ସୀମିତ ଭାବନା ଅଳସୁଆ ଦେହ କରିଛି ଆମକୁ ସାନ ନ କରି କର୍ତବ୍ୟ କହୁଥିଲେ ବାକ୍ୟ ମିଳୁଥାଏ ଅପମାନ ଝାଳ ଲୁହ ଛଡ଼ା କ'ଣ ଅଛି ଯେ ଦୁନିଆକୁ କିଛି ଦେବା ଚିଂତା ଭାବନା ବଦଳାଇଦେଲେ ସାରା ସଂସାରର ହେବା

What's Your Reaction?

like

dislike

love

funny

angry

sad

wow