ପୂର୍ବ ପ୍ରଥା

ପୂର୍ବ ପ୍ରଥା
ଶୁଣିଲା କଥା ପୁଣି କହି ଭାଷାରେ ଥିଲେ ସୁଦ୍ଧା ରହି ପଠିତ ପାଠ ପୁଣି ଲେଖି ସ୍ବଭାଷା ପାରିବାନି ଟେକି ପୂର୍ବରୁ କଥିତ ଲିଖିତ ଭାଷାର ହୋଇଲେ ଆଶ୍ରିତ ଚଳିତ ଭାଷାର ସହିତ ରହିବା ସଂଭବ ନୁହେ ତ ଯାହା ବି ଯାଇଅଛି ବିତି ଅଯଥା ସେଥି ପ୍ରତି ପ୍ରୀତି ଦେଖାଇ କରୁଥାଉଁ କ୍ଷତି ହୁଏନି ସାମାନ୍ୟ ଉନ୍ନତି ବିକାଶ ବିମୁଖ ଏ ପ୍ରଥା ଦେଉଛି ସମସ୍ତଂକୁ ବ୍ୟଥା

What's Your Reaction?

like

dislike

love

funny

angry

sad

wow