ମଉକା

ମଉକା
ମଉକା ପାଇ ଗୁଁଏଇ ଦେଲେ ନାଇଁହୁଏ ନୁକ୍ସାନ୍ ମଊକା ବନେଇ ବୁତା ସାରିଦେଲେ ବଢିଯାଏସି ମାନ୍ ଉନିଆ କାହାକେ ଠକୁଛେଁ ଭାବି ନିଜେ ହଉଥିଲେ ଠକି ଦୁନିଆ ସହଜେଁ ଦେଖିପକାସି ଆମର୍ ବୁଡ଼୍ ବକି ଯାହା ହେସି ସବୁ ଜଗ୍ଜାହିର୍ କିଛି ନାଇଁରହେ ଲୁକି ସଂସାରେ ଥିଲେ ଚାଲୁଥିମା ସଡ଼କ୍ ଧୁକି ଧୁକି

What's Your Reaction?

like

dislike

love

funny

angry

sad

wow