ବାହାରର୍ କିଛି

ବାହାରର୍ କିଛି
ବାହାରର୍ କିଛି ମନେ ସମ୍ସି କରିଦେସି ଯଦି ଅଥିର୍ ମନ୍ ନାଇଁରହେ ନିଜର୍ ଆଏତେଁ କାହାକେ ନାଇଁ ଖାତିର୍ ଠିକ୍ ଠାନେ ଯାଇ ପହଁଚିହେସି ମନେ ରହିଥିଲେ ଶାଂତି ଉନିଆ କାହାର୍ କଥା ଶୁନି ଚୁଛେଁ ନାଇଁ ଉଠୁଁ ତାତି ମାତି ଯେତେଦିନ୍ ତକ୍ ଆମର୍ ଦୁଖ୍ କେହି ନାଇଁଥାଇ ଜାନି ଏଭର୍ ଲେଖେଁ ନାଇଁ ହଉଥାଇ ଦୁଖର୍ ପ୍ରଦର୍ଶନୀ ବାର୍ ବାର୍ ଯେ ବାହାର୍ କାହାକେ ଶୁନାସି ନିଜର୍ ଦୁଖ୍ ନାଇଁମିଲେ କେଭେଁ କେନ୍ସି ଠାନେ ତାର୍ ବାଗିର୍ ମୁରୁଖ୍ ଉଦା ଦୁଖ୍ ସବୁ ଖରା ପାଏଲେଁ ବନିଯାଏସି ସୁଖ୍ ସୁଖ୍ ଦୁଖ୍ ଦୁହେ ଇ ପାଖ୍ ସେ ପାଖ୍ ଯେନ ହେବା ଯାଇ ଲୁକ୍

What's Your Reaction?

like

dislike

love

funny

angry

sad

wow