ଯଦି..... ତେବେ
ଯଦି ଖ ର୍ ଚ୍ଚ , ପୂ ର୍ ଣ୍ଣ ,
କ ର୍ ତ୍ତା , ଅର୍ଦ୍ ଧ , କାର୍ଯ୍ ୟ , ଦୁର୍ଦ୍ ଦଶା କହଂତି , ତେବେ
ଖର୍ଚ୍ଚ , ପୂର୍ଣ୍ଣ , କର୍ତ୍ତା , ଅର୍ଦ୍ଧ , କାର୍ଯ୍ୟ , ଦୁର୍ଦ୍ଦଶା ନିଶ୍ଚୟ ଲେଖଂତୁ .
ନହେଲେ ଆଜିଠାରୁ
ଖର୍ଚ , ପୂର୍ଣ , କର୍ତା , ଅର୍ଧ , କାର୍ଯ , ଦୁର୍ଦଶା ଲେଖିବା ପାଇଁ ରାଜି ହୋଇଯାଆଂତୁ .
ସରଳ କଲେ ହିଁ ଏ ଭାଷା ତିଷ୍ଠି ରହିବ . ସଭିଏଁ ଖୁସି ହେବା .